ସୁନ୍ଦରଗଡ଼ ADMଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ

ସୁନ୍ଦରଗଡ଼(କେନ୍ଯୁଜ୍): ADMଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ADM ବିଶ୍ୱଜିତ ମହାପାତ୍ରଙ୍କଙ୍କ ଘରେ ରେଡ୍‌। ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି।

ଭୁବନେଶ୍ୱର, ସୁନ୍ଦରଗଡ଼ ଓ ଜଗତସିଂହପୁରରେ କେକାଲୀନ ଚାଲିଛି ରେଡ୍‌। ସୁନ୍ଦରଗଡ଼ ଅଫିସ ଓ ସରକାରୀ ବାସଭବନରେ ଚଢଉ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.