ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହକାରୀ ପରିଚାଳକ ଅଜିତ କୁମାର ହୋତା, ୨ଲକ୍ଷ ଟଙ୍କା ଜବତ

ଭଦ୍ରକ (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଭଦ୍ରକ-ବାଲେଶ୍ୱର ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କର ସହକାରୀ ପରିଚାଳକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ପରିଚାଳକ ଅଜିତ କୁମାର ହୋତାଙ୍କ ଘରେ ରେଡ ହୋଇଛି । ଘର, ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । ଏ ଯାଏଁ ୨ ଲକ୍ଷ ଟଙ୍କା ଜବତ ହୋଇଛି । ପୂର୍ବରୁ ହୋତାଙ୍କ ନାଁରେ ବହୁ ବେନାମି ସଂପତ୍ତି ଥିବା ନେଇ ବାଲେଶ୍ୱର ଭିଜିଲାନ୍ସ ପାଖରେ ଅଭିଯାଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.