ଟିଟିଲାଗଡ଼ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ଟିଟିଲାଗଡ଼(କେ ନ୍ୟୁଜ): ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌। ଟିଟିଲାଗଡ଼ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହଳଦୀପଦାସ୍ଥିତ ତାଙ୍କ ବାସଭବନରେ ଟିମ ତରଫରୁ ତନାଘନା ଜାରି ରହିଛି । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ଟିଟିଲାଗଡ଼ ହାଟପଡ଼ା ବାସଭବନ ସମେତ ମୁରିବାହାଲ ରେଞ୍ଜ ଅଫିସ ଓ ବେଳପଦର ଫାର୍ମ ହାଉସରେ ଚଢାଉ ଜାରି ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.