ଯାଜପୁର ରୁଦ୍ରପୁର ଦଳିତ ସାହିରେ ଗଣ୍ଡଗୋଳ ଘଟଣା, ନ୍ୟାୟ ପାଇଁ ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ 

ଯାଜପୁର: ଯାଜପୁର ଜିଲା ବିଂଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଦଳିତ ସାହିରେ ଗଣ୍ଡଗୋଳ ଘଟଣା ।  ପୋଲିସର ପକ୍ଷପାତିତା ପ୍ରତିବାଦରେ ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ ।

ଏନେଇ ୪ ଦିନ ତଳେ ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଯାଜପୁର ଏସଡ଼ିପିଓଙ୍କ ଦ୍ୱାରସ୍ଥ ହୋଇଥିଲେ ଆହତ ପରିବାର । ୧୦ରୁ ଅଧିକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁର ଏସଡ଼ିପିଓ କହିଛନ୍ତି ।

 

 

Leave A Reply

Your email address will not be published.