ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣୀ ବେଳେ ଗଣ୍ଡଗୋଳ, ୭ ଆହତ

ଢେଙ୍କାନାଳ(କେନ୍ୟୁଜ୍):ଲକ୍ଷ୍ମୀପୂଜା ଭଷାଣୀ ସମୟର ଗଣ୍ଡଗୋଳ, ଭଙ୍ଗାରୁଜା, ୭ ଆହତ । ଢେଙ୍କାନାଳ ଲକ୍ଷ୍ମୀପୂଜା ଭଷାଣୀକୁ ନେଇ ଦୁଇ ବଜାର ପୂଜା ପ୍ରତିଷ୍ଠାନ ମଧ୍ୟରେ ମାଡ଼ପିଟ ଓ ଭଙ୍ଗାରୁଜା । କଣ୍ଟାନାଳି ପୂଜା କମିଟି ଓ ବନମାଳି ପ୍ରସାଦ ପୂଜା କମିଟିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହି ଘଟଣାରେ ୨ ଜଣ ପୋଲିସଙ୍କ ସହ ୭ଜଣ ଆହତ ହୋଇଛନ୍ତି ।

ଉଭୟ ପୂଜା କମିଟିର ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ମାଡ଼ କରିଛି ପୋଲିସ । ଘଟଣାସ୍ଥଳରେ ଉତ୍ତେଜେନା ଲାଗିଥିବା ବେଳେ ଏସପି ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.