ଓ୍ଵାଟର ପାର୍କରେ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା, ୭ ଗିରଫ, ୩ଟି ଦେଶୀ ବନ୍ଧୁକ ଜବତ
ପୁରୀ ମାଳତୀପାଟପୁର ଓ୍ଵାଟର ପାର୍କରେ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା । ଘଟଣାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କଲା ପୋଲିସ ।
ପୁରୀ (କେନ୍ୟୁଜ): ପୁରୀ ମାଳତୀପାଟପୁର ଓ୍ଵାଟର ପାର୍କରେ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା । ଘଟଣାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କଲା ପୋଲିସ । ୩ଟି ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଜବତ । ଚନ୍ଦନପୁର ଥାନାର ବିଭିନ୍ନସ୍ଥାନରେ ଚଢ଼ାଉ କରି ଗିରଫ କରାଯାଇଛି ।