Categories: ରାଜ୍ୟ

ଭିଜିଲାନ୍ସ ଜାଲରେ ପରିମଳ ବିଭାଗ SDO, ୧୮ଲକ୍ଷ ଟଙ୍କାର ବକେୟା ବିଲ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ଜୟପୁର/ନବରଙ୍ଗପୁର(କେନ୍ୟୁଜ୍):  ଭିଜଲାନ୍ସସ ହାତରେ ସରକାରୀ ବାବୁ l ନବରଙ୍ଗପୁର ଜିଲ୍ଲା ଉମରକୋଟ ଜଳ ପରିମଳ ବିଭାଗ SDO ମୋହନ ପାତ୍ର ବନମାଳୀ ପଣ୍ଡା ନାମକ ଜଣେ କଣ୍ଟାକଟରଙ୍କ ଠାରୁ ୧୮ଲକ୍ଷ ଟଙ୍କାର ବକେୟା ବିଲ କରିବା ପାଇଁ ତିରିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ଅଧିକାରୀ ଜଣକ ତାଙ୍କ ବାସ ଭବନରେ ଲାଞ୍ଚ ନେଉଥିବା ବେଳେ ତାଙ୍କ ବାସଭବନ ଓ ବ୍ରହ୍ମପୁର ସ୍ଥିତ ବାସଭବନ ରେ ଏକକାଳୀନ ଚଢ଼ାଉ କରାଯାଇଥିଲା l ତାଙ୍କୁ ଡାକ୍ତରୀ ମାଇନା ପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ବୋଲି କୋରାପୁଟ ଭିଜିଲାନ୍ସ SP କହିଛନ୍ତି l

 

 

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

34 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

41 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

57 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago