ନୂଆ ସମ୍ଭାବନା ସହ ଆସିଲା ବର୍ଷ ୨୦୨୨, ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ

ଭୁବନେଶ୍ବର(କେନ୍ଯୁଜ୍): ବିଦାୟ ନେଲା ୨୦୨୧ । ନୂଆ ସମ୍ଭାବନା ସହ ଆସିଲା ବର୍ଷ ୨୦୨୨ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡର । ନୂଆ ଉତ୍ସାହ ସହ ବର୍ଷ ୨୦୨୨କୁ ସମସ୍ତେ ସ୍ୱାଗତ ଜଣାଇଛନ୍ତି । କୋଭିଡ କଟକଣା ଯୋଗୁ ନା ହେଲା zero nite celebration ନା ହେଲା ଭୋଜି ଭାତ ।

ତଥାପି ନୂଆ ସକାଳର ନୂଆ ସୂର୍ଯ୍ୟୋଦୟକୁ ସମସ୍ତେ ଆନନ୍ଦର ସହ ସ୍ୱାଗତ କରିଛନ୍ତି । ୨୦୨୨ ଅନେକ ସ୍ୱପ୍ନ ନେଇ ଆସିଛି । ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.