ଓଟିପି ସେୟାରିଂ ମାମଲା: ଝାରପଡା ଜେଲରେ ଥିବା ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF ଟିମ୍
ଓଟିପି ସେୟାରିଂ ମାମଲାରେ ଭୁବନେଶ୍ଵରରେ ପଶ୍ଚିମବଙ୍ଗ STF ଟିମ୍ । ଝାରପଡା ଜେଲରେ ଥିବା ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF ଟିମ୍ ।

ଭୁବନେଶ୍ୱର (କେନ୍ୟୁଜ୍): ଓଟିପି ସେୟାରିଂ ମାମଲାରେ ଭୁବନେଶ୍ଵରରେ ପଶ୍ଚିମବଙ୍ଗ STF ଟିମ୍ । ଝାରପଡା ଜେଲରେ ଥିବା ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF ଟିମ୍ । ଏନେଇ କୋର୍ଟଙ୍କ ଅନୁମତି ପରେ ଜେଲରୁ ପଠାଣିଙ୍କୁ ନେବ ଟିମ୍ ।
ପଠାଣିକୁ ପଶ୍ଚିମବଙ୍ଗର ଗୁଡୁ କୁମାର ସହ ମୁହାମୁହିଁ ପଚରାଉଚରା କରିବ ଟିମ୍ । ପଠାଣି ଦେଇଥିବା ସିମ୍ରୁ ଗୁଡୁ କିଛି ସାମରିକ ମାନଚିତ୍ରକୁ ପାକିସ୍ତାନର ପ୍ରତିରକ୍ଷା ବିଭାଗର ଟପ୍ ଗୁଇନ୍ଦା ଅଧିକାରୀ ଖୁରମ୍ ଅବଦୁଲ ହମିଦକୁ ପଠାଇଥିଲା ।