ଆସିଲା ଆଜ୍ଞାମାଳ, ଶରଧାବାଲିରେ ଦକ୍ଷିଣ ମୋଡ ହେବେ ତିନି ରଥ

ପୁରୀ (କେନ୍ୟୁଜ): ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି । ୩ ରଥର ଦକ୍ଷିଣ ମୋଡ ପାଇଁ ବିଜେ ହେଲା ଆଜ୍ଞାମାଳ । ଘଣ୍ଟଘଣ୍ଟା, କାହାଳୀ, ଛତ୍ର ସହ ପଟୁଆରରେ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ଆସିଥିଲେ । ଗୁଣ୍ଡିଚା ମନ୍ଦିରର ସକାଳ ଧୂପ ସରିବା ପରେ ବିଜେ ହୋଇଥିଲା ଆଜ୍ଞାମାଳ । ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯିବ । ପରେ ବଳଭଦ୍ର ଓ ଶେଷରେ ଜଗନ୍ନାଥଙ୍କ ରଥ ନାକଚଣା ଦ୍ୱାର ଅଭିମୁଖେ ଗଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.