ସ୍ତ୍ରୀ ଆଣିଲା ସ୍ବାମୀ ନାଁରେ ସାଂଘାତିକ ଅଭିଯୋଗ, କହିଲା ସ୍ୱାମୀଙ୍କର ଅନ୍ୟ ଝିଅଙ୍କ ସହ ରହିଛି ସମ୍ପର୍କ

ଭୁବନେଶ୍ୱର (କେନ୍ୟୁଜ): ସ୍ୱାମୀ ନାଁରେ ସ୍ତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସ୍ତ୍ରୀର ଅଶ୍ଲୀଳ ଭିଡିଓ ସ୍ୱାମୀ ଭାଇରାଲ କରିଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ତାଙ୍କ ସ୍ୱାମୀ ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିବା ମଧ୍ୟ କହିଛନ୍ତି। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ତା ସହ ସେ ନ୍ୟାୟ ମାଗୁଛନ୍ତି।