ସୁନ୍ଦରଗଡ଼: ପାରିବାରିକ କଳହକୁ ନେଇ ସ୍ବାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ଼(କେନ୍ୟୁଜ) :  ସ୍ବାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ଟାଉନ ଥାନା ଶ୍ରୀରାମ ନଗରରେ ଅଘଟଣ ଘଟିଛି।  ପାରିବାରିକ କଳହକୁ ନେଇ ହତ୍ୟା କାଣ୍ଡ ହେଇଥିବା ଅନୁମାନ କରାଯାଉଛି । ଓଢଣୀରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଟାଉନ ପୋଲିସର ତଦନ୍ତ ଆରମ୍ଭ କରିଛି । ମୃତକ ସମନ୍ୱିତ ଆଦିବାସୀ ଉନୟନ ବିଭାଗର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ହତ୍ୟାକାରୀ ସ୍ତ୍ରୀ ପୋଲିସ ଦ୍ଵାରା ଅଟକ ।

 

Leave A Reply

Your email address will not be published.