ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କି ବାତ୍ୟା? ହେଉଛି ପାଗରେ ପରିବର୍ତ୍ତନ

(କେନ୍ୟୁଜ): ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କି ବାତ୍ୟା। ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସଙ୍କ ସୂଚନା ମୁତାବକ ଆସନ୍ତା ସପ୍ତାହରେ ଆଣ୍ଡାମାନ ଓ ନିକୋବର ଦୀପ ନିକଟରେ ଏକ ବାତ୍ୟା ସୃଷ୍ଟି ନେଇ ପାଗ ଅନୁକୂଳ ରହିଛି।

ସେପଟେ ୱିଣ୍ଡିର ୟୁରୋପିଆନ ଓ ଜିଏଫ୍‌ଏସ ମଡେଲ ମୁତାବକ ଏପ୍ରିଲ ୬ କିମ୍ବା ୭ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ। ସେପଟେ ଭାରତୀୟ ପାଣିପାଗ ବିଭାଗ ଆଣ୍ଡମାନ ନିକଟରେ କୌଣସି ପରିବର୍ତ୍ତନ ନେଇ ସୂଚନା ଦେଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.