ରାଜ୍ଯରେ ଆଗକୁ ଆହୁରି ବଢିବ ଶୀତ, ସତର୍କ କଲା ପାଣିପାଗ ବିଭାଗ

ବଣାଇ(କେନ୍ଯୁଜ୍): ବଣାଇରେ କୁହୁଡି ସାଙ୍ଗକୁ ପ୍ରବଳ ଶୀତ । ଘନ କୁହୁଡି ଯୋଗୁ ସକାଳୁ ସକାଳୁ ରାସ୍ତାଘାଟ ଦେଖାଯାଉନାହିଁ । ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି। ପ୍ରବଳ ଶୀତ ହେଉଥିବାରୁ ଚା ଦୋକାନରେ ଜମୁଛି ଲୋକଙ୍କ ଭିଡ଼ । ଆଗକୁ ଆହୁରି ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.