କନ୍ଧମାଳରେ ଶୀତର ଲହରୀ, ଥଣ୍ଡା ଦାଉରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଛନ୍ତି ଲୋକେ

କନ୍ଧମାଳ: କନ୍ଧମାଳରେ ଶୀତର ଲହରୀ । ଶୀତ ଦାଉରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଛନ୍ତି ସ୍ଥାନୀୟ ଲୋକେ । ପ୍ରାୟ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିରେ ଆଛାଦିତ ହୋଇ ରହୁଛି ସହର ।

ଘନ କୁହୁଡି ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଚଳିତ ବର୍ଷ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୭ ଡୀଗ୍ରୀ ଥିବା ବେଳେ ଦାରିଙ୍ଗିବାଡିର ତାପମାତ୍ରା ୧୦ ଡିଗ୍ରୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.