ରାଜଧାନୀରେ ପୁଣି ଲୁଟ୍: ମହିଳାଙ୍କୁ ବିଚ୍ ରାସ୍ତାରେ ମାଡ ମାରି ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ଯୁଜ୍): ଭୁବନେଶ୍ବରରେ ସକ୍ରିୟ ଲୁଟେରା ଗ୍ଯାଙ୍ଗ। ପୁଣି ରାଜଧାନୀରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ।ଭୁବନେଶ୍ବର ଭିଏସଏସ୍ ନଗରରେ ଘଟିଛି ଏହି ଘଟଣା ।

ସୂଚନା ଅନୁଯାୟୀ ମହିଳା ଜଣଙ୍କ ମନ୍ଦିରରୁ ଫେରୁଥିବା ସମୟରେ  ଭିଏସଏସ୍ ନଗର ରାସ୍ତା ଉପରେ ତାଙ୍କୁ ପ୍ରଥମେ ମାଡ ମାରିବା ପରେ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ଏନେଇ ସହିଦ ନଗର ଥାନାରେ ଏତଲା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.