ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଯୋଡ଼ା (କେନ୍ୟୁଜ୍) : ବଡ଼ବିଲ ଥାନା କାରା ଖେଣ୍ଡରା ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର। ମୃତକ ନାଲଦା ଅଞ୍ଚଳର ରୀନା ମହାକୁଡ଼। ଗତ ୧୮ ତାରିଖରୁ ନିଖୋଜ ଥିଲେ ରୀନା। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ ସହାୟତାରେ ବଡ଼ବିଲ ପୋଲିସର ଘଟଣାର ତଦନ୍ତ କରୁଛି। ଜଣେ ଅଭିଯୁକ୍ତ ରାମଚନ୍ଦ୍ର ନାଏକଙ୍କୁ ଅଟକ ରଖି ପୋଲିସର ପଚରା ଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.