ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ବଡପଡା ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ହେଲେ ସେହି ଗାଁ ର ସରସ୍ଵତୀ ପ୍ରଧାନ । ଗାଁ ପାଖ ପାହାଡ଼ କୁ କାମ କରିବାକୁ ଯାଇଥିବା ବେଳେ, ସେଠାରେ ବିଷଧର ସାପ କାମୁଡାରେ ସେ ଆହତ ହୋଇଥିଲେ ।

ଭଂଜନଗର(କେନ୍ୟୁଜ୍): ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ବଡପଡା ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ହେଲେ ସେହି ଗାଁ ର ସରସ୍ଵତୀ ପ୍ରଧାନ । ଗାଁ ପାଖ ପାହାଡ଼ କୁ କାମ କରିବାକୁ ଯାଇଥିବା ବେଳେ, ସେଠାରେ ବିଷଧର ସାପ କାମୁଡାରେ ସେ ଆହତ ହୋଇଥିଲେ ।

ଘରକୁ ଫେରି ଆସି ସେ ଅସୁସ୍ଥ ହୋଇପଡିବାରୁ, ଗୁରୁତର ଅବସ୍ଥାରେ ତାଙ୍କୁ ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିଲା । ସେଠାରେ , ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.