ନରହନ୍ତା ଦନ୍ତା: ଘର ଅଗଣାରେ ପଶି ବୃଦ୍ଧାଙ୍କୁ ଦଳିଦେଲା ବଣୁଆ ହାତୀ

କେନ୍ଦୁଝର : ନରହନ୍ତା ଦନ୍ତା। ଘରେ ପଶି ମହିଳାଙ୍କୁ କଚାଡି ମାରିଲା । ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଫରେଷ୍ଟ ରେଞ୍ଜ ଜଗମୋହନ ଗାଁର ଜାନକୀ ପ୍ରଧାନ । ଘର ଅଗଣାରେ ପଶି ବୃଦ୍ଧାଙ୍କୁ ଦଳିଦେଲା ବଣୁଆ ହାତୀ ।

ଜାନକୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ବନ ବିଭାଗ ଓ ପୋଲିସ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି । ଘଟଣା ପରେ ହାତୀଟି ନିକଟରେ ଥିବା ଜଙ୍ଗଲକୁ ଚାଲିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.