ରାଜ୍ୟ

କରୋନାରେ ବି ମାତିଛନ୍ତି ଚୋର, ମୋବଇଲ ଚୋରି କରିବାବେଳେ ଧରାପଡିଲେ ଯୁବତୀ

କରୋନା ସମୟରେ ବି ମାତିଛନ୍ତି ଚୋର। ଘରେ ବସି କଳାକନା ବୁଲାଇବାକୁ କରୁଛନ୍ତି ଯୋଜନା। ମୋବଇଲ ଚୋରି କରିବାକୁ ଆସି ଘର ଭିତରେ ପଶିଲେ ଯୁବତୀ। କିନ୍ତୁ ଚୋରି କରିବାବେଳେ ଧରାପଡିଗଲେ ଯୁବତୀ ଜଣଙ୍କ। ସୂଚନା ମୁତାବକ ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜର ଏନ୪ ୨୯୨ପ୍ଲଟରେ ଭଡାରେ ରହୁଥିଲେ ହରିହର ସାହୁ ନାମକ ଜଣେ ବ୍ୟକ୍ତି।

ତେବେ ଆଜି ଅପରାହ୍ନରେ ମୋବାଇଲ ଚୋରି କରିବା ସମୟରେ ଧରାପଡିଲେ ଯୁବତୀ। ସ୍ଥାନୀୟ ଲୋକେ ଅଟକ ରଖି ପଚରା ଉଚୁରା କରିଥିଲେ କିନ୍ତୁ କିଛି କହିନଥିଲେ ଯୁବତୀ ବରଂ ହାତ ଗୋଡ ତଳେ ପଡି କ୍ଷମା କରିଦେବାକୁ କହିଥିଲେ। ତେବେ ପରେ କିନ୍ତୁ ସ୍ଥାନୀୟ ଲୋକେ ଯୁବତୀଙ୍କୁ ନୟାପଲ୍ଲୀ ଥାନାରେ ଜିମା ଦେଇଥିବା ସୂଚନା ରହିଛି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

5 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

6 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

7 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

8 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

9 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

9 hours ago