ବୌଦ୍ଧ: ଗାଁରେ ଦଣ୍ଡ ଯାତ୍ରା ଚାଲୁଥିବା ବିଭତ୍ସ ହତ୍ୟା, ମହିଳାଙ୍କୁ ଗାଁ ଦାଣ୍ଡରେ ପନିକିରେ ହାଣିଲା ଦଣ୍ଡୁଆ

ଗାଁରେ ଦଣ୍ଡ ଯାତ୍ରା ଚାଲୁଥିବା ବେଳେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ପନିକିରେ ହତ୍ୟା କଲା ଦଣ୍ଡୁଆ । ମୃତକ ହେଲେ ସୂର୍ଯ୍ୟକାନ୍ତି ପ୍ରଧାନ । ହତ୍ୟାକାରୀକୁ କାବୁ କଲେ ଗାଁଲୋକ ।

ବୌଦ୍ଧ(କେନ୍ୟୁଜ୍): ଦଣ୍ଡନାଟ ବେଳେ ଦାଣ୍ଡରେ ହତ୍ୟା । ବୌଦ୍ଧ କଣ୍ଟାମାଳ ପଲସପାଟ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ଗାଁରେ ଦଣ୍ଡ ଯାତ୍ରା ଚାଲୁଥିବା ବେଳେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ପନିକିରେ ହତ୍ୟା କଲା ଦଣ୍ଡୁଆ । ମୃତକ ହେଲେ ସୂର୍ଯ୍ୟକାନ୍ତି ପ୍ରଧାନ । ହତ୍ୟାକାରୀକୁ କାବୁ କଲେ ଗାଁଲୋକ ।

ଜଣେ ଦଣ୍ଡୁଆ ମହିଳାଙ୍କୁ ଗାଁ ଦାଣ୍ଡରେ ପନିକି ଧରି ଗୋଡ଼ାଇ ଗୋଡ଼ାଇ ହାଣିଲା । ଘଟଣାସ୍ଥଳରେ ମହିଳା ଜଣକ ମୃତ୍ୟୁ ବରଣ କରିଥିଲେ । ଅଭିଯୁକ୍ତ କମ୍ପରା ଗ୍ରାମର ଉଗ୍ରସେନ ସେଠି । ବାଉଁଶୁଣି ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।