ରାଜଧାନୀରେ ଦାମୀ କାରରୁ ଜବତ ହେଲା ଏକ ଲକ୍ଷ ଟଙ୍କାର ଗଂଜେଇ, ୨ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ଗଂଜେଇ ବେପାର। ଦାମୀ କାରରେ ଚାଲିଛି ଗଂଜେଇ ବେପାର। ଜବତ ହେଲା ପାଖାପାଖି ଏକ ଲକ୍ଷ ଟଙ୍କାର ଗଂଜେଇ, ଏହାସହ ୨ଟି ଦାମୀ କାର ଜବତ ହୋଇଛି ।

ତେବେ ଗଂଜେଇ କାରବାରରେ ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ୍। କନ୍ଧମାଳ ରୁ ଭୁବନେଶ୍ୱର ଚାଲାଣ ହେଉଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.