ଖୋର୍ଦ୍ଧା ଗୋଡିପଡା ଟୋଲଗେଟରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ନଡିଆ କତା ଭିତରେ ହେଉଥିଲା ଚାଲାଣ

 ଖୋର୍ଦ୍ଧା : ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡିଆ କତାରେ ଗଞ୍ଜେଇ ଚାଲାଣ । ଖୋର୍ଦ୍ଧା ଗୋଡିପଡା ଟୋଲଗେଟରୁ ୭୦୦ କେଜି ଗଞ୍ଜେଇ ଜବତ ହୋଇଛି ।

ଏହାସହ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟୋ୍ରଲ ବ୍ୟୁରୋ(ଏନସିବି) । ଶ୍ରୀକାକୁଲମ୍‌ରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.