ଜମା ବି ରଙ୍ଗରୁଟରେ ଯାଆନ୍ତୁ ନାହିଁ ନଚେତ ଗଣିବେ ତଣ୍ଡ, ଟ୍ବିନ ସିଟିରେ ଚିହ୍ନଟ ହୋଇଛି ୬୦ଟି ସମ୍ବେଦନଶୀଳ ରଙ୍ଗ୍‌ରୁଟ୍‌

ଭୁବନେଶ୍ବର(କେନ୍ୟୁଜ୍): ରଙ୍ଗ୍‌ରୁଟ୍‌ରେ ଗଲେ ଫାଇନ୍‌ ଦେବାକୁ ପଡିବ ୫ ହଜାର ଟଙ୍କା। କଟକ-ଭୁବନେଶ୍ୱରରେ ୨ଶହଟି ରଙ୍ଗରୁଟ୍‌ ଛକ ଚିହ୍ନଟ ହୋଇଥିବା କହିଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ । ଯେଉଁଥିରେ ୬୦ଟି ସମ୍ବେଦନଶୀଳ ଛକ ରହିଛି । ଏହି ଛକ ଗୁଡିକରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ସବୁ ଛକ ମାନଙ୍କରେ କମିଶନରେଟ ପୋଲିସ ପକ୍ଷରୁ ହୋର୍ଡିଂ ଲଗାଯିବ ।

Leave A Reply

Your email address will not be published.