ଆଗକୁ ଖ୍ରୀଷ୍ଟମାସ , ସତ୍ୟନଗର ସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚକୁ ଆସି ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍) : ଆଗକୁ ଖ୍ରୀଷ୍ଟମାସ । ଚଳଚଞ୍ଚଳ ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚ। ରଙ୍ଗୀନ୍‌ ଆଲୋକମାଳା ସାଙ୍ଗକୁ ବିଭିନ୍ନ ପ୍ରକାର ସାଜସଜ୍ଜା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସତ୍ୟନଗର ସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚକୁ ଆସି ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଖ୍ରୀଷ୍ଟମାସର ଗୀତର ତାଳେ ତାଳେ ସ୍ୱାଗତ କରିଥିଲେ କୁନି କୁନି ପିଲା ଓ ସାନ୍ତାକ୍ଲସ । କ୍ୟାରୋଲ ମଧ୍ୟ ପରିବେଷଣ କରାଯାଇଥିଲା ।

You might also like