ପୁରୀ ଅବକାରୀ ବିଭାଗ ଦ୍ୱାରା ବ୍ରାଉନସୁଗର ବେପାରୀ ଗିରଫ: ୩୦୦ ଗ୍ରାମ ଧଳାଜହର ଜବତ

ପୁରୀ(କେନ୍ୟୁଜ୍): ପୁରୀ ଅବକାରୀ ପୋଲିସ ହାତରେ ଅନ୍ତଃ ଜାତୀୟ ବ୍ରାଉନସୁଗର ବେପାରୀ ଗିରଫ । ତାଠାରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ ସହ ଉତ୍ତରା ଛକରୁ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଯୁବକ ପଶ୍ଚିମବଙ୍ଗ ସାଗରଦିଘୀ ଅଞ୍ଚଳର ଖୋକନ ଦାସ । ଜବତ ବ୍ରାଉନସୁଗରର ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।

 

Leave A Reply

Your email address will not be published.