ପ୍ରେମିକା ପାଇଁ ଜୀବନ ଶେଷ, ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

କେନ୍ୟୁଜ୍(ବ୍ୟୁରୋ): ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି।

ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ମୃତ ସୌମ୍ୟରଞ୍ଜନ ମୁମ୍ବାଇରେ ମଡେଲିଂ କରୁଥିଲେ। ଏବେ ଭୁବନେଶ୍ୱର ଆସି କାଫେ ଓ ରେଷ୍ଟୁରାଣ୍ଟ କରିଥିଲେ। ଜଣେ ଯୁବତୀଙ୍କ ଯୋଗୁ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

 

Leave A Reply

Your email address will not be published.