ବୌଦ୍ଧ: ଜାତୀୟ ରାଜପଥ କଡରୁ ଯୁବକଙ୍କ ରକ୍ତ ଜୁଡୁବୁଡ ମୃତଦେହ ଉଦ୍ଧାର

ବୌଦ୍ଧ(କେନ୍ଯୁଜ୍): ଯୁବକଙ୍କ ରକ୍ତ ଜୁଡୁବୁଡ ମୃତଦେହ ଉଦ୍ଧାର। ବୌଦ୍ଧ ଜିଲ୍ଲା ସଦର ଥାନା ସରସରା ଗ୍ରାମର ୫୭ ନଂ ଜାତୀୟ ରାଜପଥ କଡରୁ ଯୁବକ ରକ୍ତ ଜୁଡୁବୁଡୁ ମୃତ ଦେହକୁ ଉଦ୍ଧାର କରିଛି ବୌଦ୍ଧ ପୋଲିସ । ମୃତଦେହ ନିକଟରୁ ଟାଙ୍ଗିଆ ମଧ୍ୟ ଜବତ। ମୃତକ ହେଲେ ସରସରା ଗ୍ରାମର ଅନାମୁ ର୍ମିଦ୍ଧା ।

ଅନାମୁଙ୍କୁ କିଏ ଓ କାହିଁକି ବିଭତ୍ସ ଭାବେ ହତ୍ୟା କରିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପରିବାର ଲୋକ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବାବେଳେ ବୌଦ୍ଧ ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.