ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରତିବାଦରେ ୬୦କିମି ଦୌଡ଼ିଲେ ନବରଙ୍ଗପୁରର ଏହି ଯୁବକ

ଉମରକୋଟ(କେନ୍ୟୁଜ): ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ନିଆଁ । ଏମିତି ପ୍ରତିବାଦ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ଯୁବକ ନରେଶ ବିଶ୍ୱାସ ୬୦ କିଲୋମିଟର ଦୌଡ଼ିଛନ୍ତି ।

ସେନାରେ ନିଯୁକ୍ତି ପାଇଁ ୪ ବର୍ଷ ବଦଳରେ ୧୫ ବର୍ଷ କରିବା ସହ ସମସ୍ତ ସରକାରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି । ଅଗ୍ନିପଥ ଯୋଜନାରେ ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.