ରକ୍ତ ଭୁଲିଗଲା ରକ୍ତକୁ: ସାମାନ୍ୟ ବଚସାରୁ ପୁତୁରାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା କକା

କେନ୍ଦୁଝର(କେନ୍ୟୁଜ୍‌): ରକ୍ତ ଭୁଲିଗଲା ରକ୍ତକୁ। ସାମାନ୍ୟ ବଚସାରୁ ହତ୍ଯାକାଣ୍ଡ।  ନିଜ ପୁତୁରାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା କକା। ଏଭଳି ଏକ ଘଟଣା ଘଟିଛି  କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳପଦା ଗାଁରେ। ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍ ପହଁଚି କକା ଶତ୍ରୁଘ୍ନ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି।