ଲୁହାରଡ଼ରେ ପିଟି ପିଟି ଯୁବକଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲା ପୋଲିସ

କଟକ: ଲୁହାରଡ଼ରେ ପିଟି ପିଟି ଯୁବକଙ୍କୁ  ହତ୍ୟା। କଟକ ଗୋପାଳପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକଙ୍କ ନା ଚକ୍ରଧର ମହାରଣା । ସେ ଚାହା ଦୋକାନରେ ବସିଥିବା ବେଳେ ଲୁହାରଡ଼ରେ ଆକ୍ରମଣ କରିଥିଲେ ଅନ୍ୟଜଣେ ଯୁବକ ।  ଖବର ପାଇ ସଦର ଥାନା ପୋଲିସ ହତ୍ୟାକାରୀ ଯୁବକଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖିଛି ।