ସଡ଼କ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାସୁଦେବପୁର ଧାମରା ରାସ୍ତାର ବିଦେଇପୁର ବିଦ୍ୟୁତ ଷ୍ଟ୍ରକ୍ଚର ଆଗରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ବାସୁଦେବପୁର (କେନ୍ୟୁଜ): ବାସୁଦେବପୁର ଧାମରା ରାସ୍ତାର ବିଦେଇପୁର ବିଦ୍ୟୁତ ଷ୍ଟ୍ରକ୍ଚର ଆଗରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଦୋଷୀଙ୍ଗା ପଞ୍ଚାୟତ ପଦୁ ନଗର ଅଞ୍ଚଳର ମଦନ ବରୋଇ ବୋଲି ଜଣାପଡିଛି।