ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ

ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ । ଗଜପତି ଜିଲ୍ଲା ଗୁରୁଣ୍ଡି ଥାନା ଅନ୍ତର୍ଗତ ସରଧାପୁର ନିକଟରେ ହତ୍ୟାକାଣ୍ଡ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଠେଙ୍ଗା ଓ କାତି ସାହାଯ୍ୟରେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଗଜପତି (କେନ୍ୟୁଜ): ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ । ଗଜପତି ଜିଲ୍ଲା ଗୁରୁଣ୍ଡି ଥାନା ଅନ୍ତର୍ଗତ ସରଧାପୁର ନିକଟରେ ହତ୍ୟାକାଣ୍ଡ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଠେଙ୍ଗା ଓ କାତି ସାହାଯ୍ୟରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତକ ହେଲେ ଭିନଳା ଗାଁର ପ୍ରଶାନ୍ତ ଜେନା । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ସୂଚନା ଦେଇଛି ।

Leave A Reply

Your email address will not be published.