ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଦଣ୍ଡାଦେଶ

କନ୍ଧମାଳ : ନାବାଳିକା ଦୁଷ୍କର୍ମ ମାମଲାରେ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ। ଏହାସହ କୋଡ଼ିଏ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କଲେ ଫୁଲବାଣୀ ଫାର୍ଷ୍ଟ ଟ୍ରାକ୍ ପୋସ୍କୋ କୋର୍ଟ ।
ଅର୍ଥ ଅନାଦେୟ ହେଲେ ଦୁଇବର୍ଷ ଅଧିକା କାରାଦଣ୍ଡ ଭୋଗିବାକୁ ପଡିବ । ପୋକ୍ସୋ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଜ୍ଜା ଶୁଣାଇଛନ୍ତି କୋର୍ଟ । ଏହାସହ ୧୦ ହଜାର ଜରିମାନା ମଧ୍ୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ୪ କୋର୍ଟ ।
Also read; ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ