ଫି ୱୁଇନ ଅନଲାଇନ ଗେମ୍ ପାଇଁ ୬ଟି ଘରେ ଗୋଗୁଆ ଗ୍ରାମରେ ଇଡିର ଚଢାଉ

ବଣାଇଁ : ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗ୍ରାମର ୬ଟି ଘରେ ଇଡିର ଚଢାଉ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ କିଛି ମାସ ତଳେ ଏକ ଗେମ୍ ମୋବାଇଲରେ ଫି ୱୁଇନ ଖେଳ ହୋଇଥିବା ବେଳେ ବଣାଇଁ ଅଞ୍ଚଳରେ ଥିବା ବଡଗୋଗୁଆ ଗ୍ରାମରେ କେତେ ଜଣ ଯୁବକ ଅନଲାଇନ ଗେମ୍ ଖେଳାଖେଳି କରୁଥିବା ବେଳେ କୋଟି କୋଟି ଟଙ୍କା ପାଇଥିବା ବେଳେ ଏହାକୁ ନେଇ ଆଜି ଇଡିର ଚଢାଉ ହୋଇଥିବା ବେଳେ ଅନେକ ଘରେ ପଶି ଚଢାଉ ଜାରି ଚାଲିଥିବା ଜଣାପଡ଼ିଛି ।  ସୂଚନା ଅନୁଯାୟୀ ଯେ ଏହି ଗେମ୍ ଯୁବକ ମାନେ ଖେଳୁଥିବା ଜଣାପଡିଛି ।

You might also like