ପାରିବାରିକ କଳହ ହେଲା କଳା, ଜ୍ୱାଇଁର ଛୁରାମାଡ଼ରେ ଶଶୁରଙ୍କ ମୃତ୍ୟୁ
ନାରାୟଣପାଟଣା (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି । ଜ୍ୱାଇଁର ଛୁରାମାଡ଼ରେ ଶଶୁରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନାରାୟଣପାଟଣା ବ୍ଳକ ବାସନାପୁଟ ଗାଁରେ । ଶଶୁରକୁ ଛୁରି ଭୁସି ହତ୍ୟା କରିବା ପରେ ଫେରାର ହୋଇଯାଇଛି ଜ୍ୱାଇଁ। ଜ୍ୱାଇଁ ସାତୁ ପ୍ରାସ୍କା ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ତେବେ ହତ୍ୟାକାଣ୍ଡର କାରଣ କଣ ତାହା ଜଣାପଡିନି । ପ୍ରାଥମିକ ତଦନ୍ତରୁ…
Read More...