କୁନୋରେ ଉତ୍ସବ…; ବର୍ଷକର ହେଲା ‘ମୁଖି’, ନିଜର ପ୍ରଥମ ଜନ୍ମଦିନରେ କେକ୍ କାଟିବ ଚିତା ଶାବକ
ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଏକ ଖୁସିର ଦିନ । ଭାରତରେ ଜନ୍ମିତ ଚିତା ଶାବକର ଆଜି ହେଉଛି ପ୍ରଥମ ଜନ୍ମଦିନ । ଚିତା ଛୁଆର ଜନ୍ମଦିନକୁ ନେଇ କୁନୋରେ ଉତ୍ସବର ମାହୋଲ । ନାମ୍ବିଆରୁ ଅଣାଯାଇଥିବା ଚିତା ‘ଜ୍ୱାଲା’ ଏଠାରେ ୨୦୨୩ ମାର୍ଚ୍ଚ ୨୯ରେ ୪ ଶାବକଙ୍କୁ ଜନ୍ମ ଦେଇଥିଲା । ଏହି ଶାବକମାନଙ୍କ ମଧ୍ୟରୁ ୩ଟି ଶାବକ ମେ’ ମାସରେ ଆଖି ବୁଜିଦେଇଥିଲେ । ଚତୁର୍ଥ ଶାବକକୁ ଚିତା ଦେଖାଶୁଣା କରୁଥିବା ଟିମ୍ କୌଣସି ମତେ…
Read More...