ପୋଦିନା ହେୟାର ପ୍ୟାକ୍ କେଶ ପାଇଁ ଅନେକ ଲାଭଦାୟକ, ଜାଣନ୍ତୁ ଲଗାଇବାର ଉପାୟ
ପୋଦିନା ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ଭରପୂର ମାତ୍ରାରେ ମିଳିଥାଏ । ଏହା ସ୍କିନ୍ ପାଇଁ ମଧ୍ୟ ବହୁତ ଭଲ କାମ କରିଥାଏ । ଏହା ବ୍ୟତୀତ ଏହି ପତ୍ରଗୁଡିକର ଅନ୍ୟାନ୍ୟ ଅନେକ ଗୁଣ ମଧ୍ୟ ଅଛି ଯାହା କେଶ ପାଇଁ ମଧ୍ୟ ଲଭଦାୟକ ହୋଇଥାଏ । ତେବେ ପୋଦିନା ପତ୍ରର ହେୟାର ପ୍ୟାକ୍ କେଶର ଅନେକ ସମସ୍ୟା କମ୍ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହାକୁ ଆପଣ କେଶ ପାଇଁ ସଠିକ୍ ଉପାୟରେ ବ୍ୟବହାର କରିବା ଜାଣିବା…
Read More...