ଝାରସୁଗୁଡା ବିମାନ ବନ୍ଦରରେ ପହଁଚିଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା
କେନ୍ୟୁଜ(ବ୍ୟୁରୋ) : ଆଜି ଝାରସୁଗୁଡା ବିମାନ ବନ୍ଦରରେ ପହଁଚିଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା। ପହଂଚିବା ପରେ ଏଠାରୁ ହେଲିକପ୍ଟର ଯୋଗେ ସୋନପୁର ଯାତ୍ରା ଆରମ୍ଭ କରିଛନ୍ତି । ସୋନପୁରରୁ ପ୍ରଚାର ଆରମ୍ଭ କରିବେ ଶାହ । ପ୍ରଚାର ପାଇଁ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି ।
ରାଜ୍ୟ ସରକାରଙ୍କ ପ୍ରତି ତାଙ୍କର କିପରି ଆଭିମୁଖ୍ୟ ରହିବ, ତାହା ଉପରେ ସମସ୍ତଙ୍କ…
Read More...