ଭାରତ ଉପରେ ପଡିପାରେ ଟ୍ରମ୍ପଙ୍କ ଟାରିଫ ବମର ପ୍ରଭାବ, ଜାଣନ୍ତୁ ୪ଟି ମୁଖ୍ୟ ପ୍ରଭାବ
ନୂଆଦିଲ୍ଲୀ: ଅନ୍ୟପଟେ ଟ୍ରମ୍ପଙ୍କ ଏହି ଟାରିଫ ବମର ପ୍ରଭାବ ଭାରତ ଉପରେ ପଡିପାରେ । ଭାରତର ବ୍ୟବସାୟ ଓ ରପ୍ତାନି ଉପରେ ପଡ଼ିପାରେ ବଡ଼ ପ୍ରଭାବ । ଏବେ ଆସନ୍ତୁ ଜାଣିବ ଭାରତ ଉପରେ ଏହାର ୪ଟି ମୁଖ୍ୟ ପ୍ରଭାବ । ପ୍ରଥମଟି ହେଲା ରପ୍ତାନି ବାଧାପ୍ରାପ୍ତ ହେବ । ଇରାନକୁ ଭାରତ ବାସୁମତୀ ଚାଉଳ,…