Browsing Tag

1 dead

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଆରୋହୀ ମୃତ

ନରସିଂହପୁର: ବସ୍ ଧକ୍କାରେ ଯୁବକ ମୃତ। ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । କଟକ ଜିଲ୍ଲା କାନପୁର ଥାନା ଚାମ୍ପେଶ୍ୱର ଠାରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ନିରଞ୍ଜନ ରାଉଳ । ସକାଳୁ ନିରଞ୍ଜନ କାମ ପାଇଁ ସାଇକେଲରେ ଯାଉଥିବା ବେଳେ ବସ୍ ଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ…

ଜାପାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧ ମୃତ ଓ ୨୬ ଆହତ

ଜାପାନ: ଶୁକ୍ରବାର ବିଳମ୍ବିତ ରାତିରେ ଜାପାନରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ତୁଷାରପାତ ସମୟରେ ଜାପାନର ଏକ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରକ୍ ଧକ୍କା ହେବାପରେ, ଏକ୍ସପ୍ରେସୱେରେ ୫୦ ରୁ ଅଧିକ ଗାଡ଼ି ପରସ୍ପର ଧକ୍କା ହେଲେ । ଯାହା ଫଳରେ ଜଣେ ବ୍ୟକ୍ତିଙ୍କ…

କାମରୁ ଫେରୁଥିବା ବାଟରେ ଜଗି ବସିଥିଲା କାଳ, ହାଇୱା ଧକ୍କାରେ ଚାଲିଗଲା ଜୀବନ

ବେଗୁନିଆ: ପିଟିଦେଲା ହାଇୱା, ଚାଲିଗଲା ଜୀବନ। ବେଗୁନିଆ ବୋତଳମା ନିକଟ ପାଟଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ହେଉଛନ୍ତି ଅଠରାଙ୍ଗ ଗାଁର ରମେଶ ବେହେରା । ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ କାମ ସାରି ବାଇକରେ ଘରକୁ ଫେରୁଥିବାବେଳେ ପାଟଣା ଛକରେ ଏକ ହାଇୱା ଧକ୍କା ଦେଇ ଫେରାର…

ଜଗତସିଂହପୁରରେ ଭୟଙ୍କର ଦୁର୍ଘଟଣା: ବାଇକକୁ ଧକ୍କା ଦେଲା ବସ୍, ଜଣେ ମୃତ, ୧ ଗୁରୁତର

ଜଗତସିଂହପୁର: ମହାଦେବଙ୍କ ଦର୍ଶନ ପାଇଁ ପୁରୀରୁ ଆସିଥିଲେ ଗୋରଖନାଥ ପୀଠ । ଶ୍ରାବଣ ତୃତୀୟ ସୋମବାରରେ ଦର୍ଶନ ସାରି ବେଶ ଖୁସିରେ ଘରକୁ ଫେରୁଥିଲେ । ହେଲେ ଅଧା ବାଟରେ ଘଟିଗଲା ବଡ଼ ଅଘଟଣ । କେଉଁଠି ଥିଲା କେଜାଣି ରାସ୍ତା ଉପରେ କାଳ ଭଳି ମାଡ଼ି ଆସିଲା ବସ୍ ଆଉ ଧକ୍କା ଦେଲା ବାଇକକୁ । ଦେଖନ୍ତୁ…

ରିଲସ୍ ସାଜିଲା କାଳ, ୧୩ ମହଲା କୋଠାରୁ ଖସି ଯୁବତୀ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକ ବେଙ୍ଗାଲୁରୁରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ଯୁବତୀ ରିଲସ୍ ବନାଉଥିବାବେଳେ ୧୩ ମହଲା କୋଠାରୁ ଗୋଡ଼ ଖସି ତାଙ୍କର ମୃତ୍ୟୁ ଘଟିଛି । ମୃତ ଯୁବତୀ ହେଲେ ନନ୍ଦିନୀ । ଯିଏ କି ବେଙ୍ଗାଲୁରୁ ସପିଙ୍ଗ ମଲରେ କାମ କରୁଥିଲେ ବୋଲି ସ୍ପଷ୍ଟ କରିଛି ପୋଲିସ ।…

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମହିଳା କନେଷ୍ଟବଳ ମୃତ, ୨ ଆହତ

ବିହାର : ବିହାରର ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସର୍ପିଓ ଗାଡି ଚଢି ଯିବାରୁ ଜଣେ ମହିଳା କନେଷ୍ଟବଳଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଇନସ୍ପେକ୍ଟର ଆହତ ହୋଇଛନ୍ତି । ଏପରି ଅଘଟଣ କାଲି ବିଳମ୍ବତ ରାତିରେ ଘଟିଥିବା ସୂଚନା ମିଳୁଛି । ସର୍ପିଓ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।…

ଖଲ୍ଲିକୋଟ ; ଛୁରା ମାଡରେ ଗଲା ଯୁବକଙ୍କ ଜୀବନ

ଗଞ୍ଜାମ : ଛୁରା ମାଡରେ ଗଲା ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ।  ଛୁରା ମାଡ଼ରେ ଜଣେ ଯୁବକଙ୍କ ହତ୍ୟା ହୋଇଛି  । ଉକ୍ତ ଯୁବକ ଜଣକ ହେଲେ  ବସନ୍ତ ପ୍ରଧାନ  । ଖବର ମୁତାବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁ…

ଓଲଟିଲା ଚାଉଳ ବୋଝେଇ ଟ୍ରକ, ଡ୍ରାଇଭର ମୃତ

ପାଟଣାଗଡ଼ : ବିଳମ୍ବିତ ରାତିରେଘଟିଲା ଅଘଟଣ । ଓଲଟିଲା ଚାଉଳବୋଝେଇ ଟ୍ରକ ।   ଘଟଣାଘଟିଛି ବେଲପଡା ଆଦର୍ଶ ବିଦ୍ୟାଳୟ ନିକଟରେ । ଟ୍ରକ ଭିତରେ ଚାପି ହୋଇ ରହିଥିଲେ ଡ୍ରାଇଭର ।   ପାଟଣାଗଡ଼ ଓ ବେଲପଡା ଦମକଳବାହିନୀର ଚାରିଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଗୁରୁତର ଭାବରେ ଉଦ୍ଧାର ହେଲେ ଚାପି…

ଦାରିଙ୍ଗବାଡିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ତିନିଜଣ ଆହତ

ଦାରିଙ୍ଗବାଡ଼ି :  ଦାରିଙ୍ଗବାଡିରେ ଘଟିଲା ଅଘଟଣ ।  ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡାବୁଲମାହା ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା  ହୋଇଛି ।  ଏହି ଘଟଣାରେ ତିନିଜଣ ଆହତ ହୋଇଛନ୍ତି ସେମାନଙ୍କ ଅବସ୍ଥା ଗୁରୁତର ରହିଛି  । ଦୁର୍ଘଟଣା ସ୍ଥଳରେ ହିଁ ଜଣଙ୍କର ପ୍ରାଣ ଚାଲିଯାଇଛି  ।…

ପ୍ରେମ ପାଇଁ ଗଲା ଜୀବନ, ଛାତରୁ ତଳକୁ ଡେଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର : ପୁଣି ପ୍ରେମ ପାଇଁ ଗଲା ଜୀବନ ।  ରାଜଧାନୀରେ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ।  ଓୟୋ ହୋଟେଲ ଛାତରୁ ତଳକୁ ଡେଇଁ ଜଣେ ଯୁବକ ସୁଇସାଇଡ କରିଛନ୍ତି ।  ମୃତକ ନୟାଗଡ଼ ଅଞ୍ଚଳର ଦୀପକ ନାୟକ । ଜଣେ ଡ୍ୟାନ୍ସରଙ୍କୁ ଏକତରଫା ଭଲ ପାଉଥିଲେ ।  ତେବେ ତାଙ୍କ ପ୍ରେମକୁ ମହିଳା…

କେନାଲ ପାଇପ୍ ଭିତରେ ମିଳିଲା ଜ୍ବାଇଁଙ୍କ ମୃତଦେହ, ଉଦ୍ଧାର କଲା ଅଗ୍ନିଶମ ବିଭାଗ

କଣ୍ଟାବାଞ୍ଜି : ଶ୍ୱଶୁର ଘରେ ଜ୍ୱାଇଁ ମୃତ, କେନାଲ ପାଇପରେ ଗାଧୋଇଥିବା ବେଳେ ପଶିଗଲେ ଯୁବକ ।  ମୁରିବାହାଲ ଥାନା ପତ୍ରାପାଲି - ଅଇଁଲାଭଟା ଯିବା କେନାଲ ପାଇପରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ମୃତକ ଜାମକାନି ଗାଁ ର ମନ ମାଝୀ ବୋଲି ଜଣାପଡିଛି ।  ଅଇଲାଭଟା ଗାଁ ଶ୍ବଶୁର ଘରକୁ କୌଣସି କାମରେ…

କଟକ ଓ ଭୁବନେଶ୍ବର ଜାତୀୟ ରାଜପଥରେ ଦୁର୍ଘଟଣା,ଡ୍ରାଇଭର ମୃତ,୯ ଆହତ

କଟକ: ଘଟିଲା ବସ୍ ଦୁର୍ଘଟଣା । କଟକ ଭୁବନେଶ୍ୱର ଜାତୀୟ ରାଜପଥରେ ହେଲା ଘରୋଇ ବସ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୯ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ବସ ଟି ରାଉରକେଲା ରୁ ଭୁବନେଶ୍ୱରର ଆସୁଥିବା ବେଳେ ଘଟିଗଲା ଅଘଟଣ ।  ବସ ଟିକୁ ଟ୍ରକ୍ ପଛରୁ ଧକ୍କା ଦେଇଥିବା…