୧୨ ଟି ଚୋରା ଗାଡି ଜବତ, ଚୋର ଗ୍ୟାଙ୍ଗର ୨ ଗିରଫ
ଭଦ୍ରକ : ଭଦ୍ରକ ଟାଉନ ପୋଲିସ ଦ୍ୱାରା ୧୨ ଟି ଚୋରା ଗାଡି ଜବତ । ଚୋରିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ପୋଲିସ । ବିଭିନ୍ନ ସ୍ଥାନରେ ମୋଟର ସାଇକେଲ ଚୋରିରେ ସମ୍ପୃକ୍ତ ଥିଲେ ଦୁଇ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ଧାମନଗର ଓ ତିହିଡି ଥାନା ଅଂଚଳର ଓମ ପ୍ରକାଶ ରାଉତ ଓ…