୧୨.୧୨.୨୦୨୪ : କଣ ଗୁରୁତ୍ବ ରହିଛି ଏହି ଦିନର ? ଜାଣନ୍ତୁ କଣ କୁହନ୍ତି ନ୍ୟୁମରୋଲୋଜିଷ୍ଟ
ଆଜି ଦିନଟି କଥା ଶୁଣିଲେ ହୁଏତ ଶୁଣିବାକୁ ଭଲ ଲାଗି ପାରେ ହେଲେ ଏହା ପଛରେ କିଛି ଗୁରୁତ୍ବ ଅଛି କି ସେକଥା ଜାଣିବାକୁ ବି ଅନେକ ଲୋକ ଭାରି ଉତ୍ସୁକ । ଦିନଟି ଅବଶ୍ୟ ସରି ଆସିଲାଣି । ହେଲେ ସାରା ବିଶ୍ବ ହେଉ କି ଆମ ଦେଶରେ ଏଭଳି କିଛି ଘଟି ନାହିଁ ଯାହାକୁ ଆଜିର ଦିନ ଓ ଏଭଳି ତାରିଖ ସହ ଯୋଡ଼ି…