Browsing Tag

144 imposed in maa budhi santani jatra

୨୬ ମଇରେ ବର୍ଷର ପ୍ରଥମ ଚନ୍ଦ୍ରଗହଣ, ଜାଣନ୍ତୁ କେଉଁ ରାଶି ଉପରେ କିଭଳି ପ୍ରଭାବ ପଡିବ

୨୦୨୧ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୨୬ ମଇରେ ହେବାକୁ ଯାଉଛି । ମାତ୍ର ଏହା ଭାରତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଭାରତରେ ଲୋକ ଏହାକୁ ଦେଖିପାରିବେ ନାହିଁ । ଏହି ଗ୍ରହଣ ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି । ତେଣୁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିଛି…

ବ୍ରହ୍ମପୁର : ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା

ବ୍ରହ୍ମପୁର(କେନ୍ୟୁଜ) : ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା । ଆଜି ସଂଧ୍ୟା ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଆଜି ସଂଧ୍ୟାରେ ମାଆ ଅସ୍ଥାୟୀ ମଣ୍ଡପରୁ ମହୁରୀ ରାଜବାଟି ଯିବେ । ତେଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛି…