Browsing Tag

163 implemented

ଆଳିରେ ତୋରଣ ପୋତିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨ ମାସ ପାଇଁ ୧୬୩ ଧାରା ଲାଗୁ

ଆଳି:  ଆଳିରେ ନୂଆବର୍ଷ ହୋଡିଂ ଲଗାଇବାକୁ ନେଇ ରାଜନୈତିକ ସଂଘର୍ଷ । ଦୁଇ ମାସ ପାଇଁ BNSSର ୧୬୩ ଧାରା ଲାଗୁ ।  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ଧାରା ଲାଗୁ ହୋଇଛି ।  ଏକ ରାଜନୈତିକ ଦଳ ନୂଆବର୍ଷ ହୋଡିଂ ଲଗାଉଥିବାବେଳେ ଅନ୍ୟ ଏକ ଦଳ ଏହାକୁ ବିରୋଧ କରିଥିଲେ । …