ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ, ୧୨,୫୬,୧୪୮ କୋଟି ଟଙ୍କାର ଦାବି ରଖିବେ ଓଡିଶା ସରକାର
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଷୋଡ଼ଶ ଅର୍ଥ କମିଶନଙ୍କ ବୈଠକ ହୋଇଛି । ଅର୍ଥ କମିଶନଙ୍କ ପାଖରେ 2036 ସୁଦ୍ଧା…