ଗାଡିରେ ନମ୍ବର ପ୍ଲେଟକୁ ଲୁଚାଇ ରଖିଥିଲେ ଭଲକି ଫସିପାରନ୍ତି ଆପଣ, ଆଉ କାମ ଦେବନି ଏହି ତରିକା
ରାସ୍ତାରେ ଅନେକ ସ୍ଥାନରେ ଏବେ କ୍ୟାମେରା ଲାଗିଛି । ଖାସକରି ଟ୍ରାଫିକ୍ ନିୟମକୁ ଉଲଙ୍ଘନ କରୁଥିବା ଲୋକଙ୍କୁ ଧରିବା ପାଇଁ ଏହାକୁ ଲଗାଯାଇଛି । ପ୍ରତିବର୍ଷ କ୍ୟାମେରାରୁ ଲକ୍ଷାଧିକ ଲୋକଙ୍କର ଚାଲାଣ କଟାଯାଉଛି ।
ଗତ କିଛି ବର୍ଷରେ ଟ୍ରାଫିକ୍ ସହ ଜଡିତ ନିୟମକୁ କଠୋର ଏବଂ କଡାକଡି କରାଯାଇଛି । ଆଉ ଏବେ କୌଣସି ବି ନିୟମର ଉଲଙ୍ଘନ କଲେ ହଜାର ହଜାର ଟଙ୍କାର ଚାଲାଣ କଟାଯାଉଛି ।
ପୂର୍ବରୁ ଯେଉଁଠି ଟ୍ରାଫିକ୍ ପୋଲିସ୍ ଚାଲାଣ…
Read More...