୧୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଏମାନଙ୍କ ଉପରେ ଥିଲା ୩୯ ଲକ୍ଷ ଟଙ୍କା ପୁରସ୍କାର
ମାଲକାନଗିରି : ୧୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ର ସୁକମା ପୋଲିସକୁ ମିଳିଛି ବଡ଼ ସଫଳତା। ସୁକମା ଏସପିଙ୍କ ନିକଟରେ ମାଓ ସଙ୍ଗଠନ ଏକ ନମ୍ବର ବାଟାଲିୟନ ୧୮ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଉପରେ ୩୯ ଲକ୍ଷ ଟଙ୍କା ପୁରସ୍କାର ଥିଲା। ସୁକମା ବିଜାପୁର…