Browsing Tag

1st test update

ପଦାର୍ପଣ ମ୍ୟାଚ୍‌ରେ ଦମ୍‌ ଦେଖାଇଲେ ଶ୍ରେୟଶ ଆୟାର, ନ୍ୟୁଜିଲାଣ୍ଡ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ

କାନପୁର : ନିଜର ପ୍ରଥମ ଟେଷ୍ଟରେ ବଢ଼ିଆ ଦମ୍‌ ଦେଖାଇଛନ୍ତି ଯୁବ ବ୍ୟାଟର୍‌ ଶ୍ରେୟଶ ଆୟାର । ୭୫ ରନ୍‌ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ସହ ଆଜି ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ୍‌ ଟେଷ୍ଟର ପ୍ରଥମ ଦିନ ଭରତ ୪ ଓ୍ଵିକେଟ୍‌ ହରାଇ ୨୫୮ ରନ୍‌ ସଂଗ୍ରହ କରିଛି । ଭାରତୀୟ ଦଳର ଅଧିନାୟକ…