Browsing Tag

2 children died

ମିନିଆପୋଲିସ କ୍ୟାଥୋଲିକ ସ୍କୁଲରେ ଗୁଳିକାଣ୍ଡ, ୨ ପିଲାଙ୍କ ମୃତ୍ୟୁ ଏବଂ ୨୦ ଆହତ

ବୁଧବାର ମିନିଆପୋଲିସର ଏକ କ୍ୟାଥୋଲିକ ସ୍କୁଲରେ ଗୁଳିଚାଳନା ଘଟଣା ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅତି କମରେ ୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରଠାରୁ ତଦନ୍ତକାରୀ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି ।…

ଘରୁ ଟାଣି ଆଣି ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା

ବଣାଇ: ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା । ଘରୁ ଟାଣି ଆଣି ଦଳିଦେଲା ଦନ୍ତା । ସୁନ୍ଦରଗଡ଼ ଜିଲ୍ଲା ବଣାଇର ତାମଡା ରେଞ୍ଜର କଣ୍ଟାପାଲି ଗାଁର ମୁଣ୍ଡାସାହିରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ମାଆ ଓ ଦୁଇ ଝିଅ ଘର ଭିତରେ ଶୋଇଥିଲେ । ତେବେ ହାତୀ ଆସିବା ଖବର ପାଇବା ପରେ ମାଆ ଘର ବାହାରକୁ…